Ekabana Ekathi
Autor Gourahari DasPaperback – 9 oct 2026
'ଏକାବନ ଏକାଠି'ର ପରିକଳ୍ପନା, ରୂପାୟନ ଏବଂ ପ୍ରକାଶନ ପାଇଁ ମୋର ଏକାଧିକ ବନ୍ଧୁ ଓ ପରିବାର ସଦସ୍ୟ ଧନ୍ୟବାଦାର୍ହ। ଗତ ଅର୍ଦ୍ଧଶତାବ୍ଦୀ ଭିତରେ ଭାରତ ଏବଂ ଓଡ଼ିଶା ବହୁତ ବଦଳିଯାଇଛି। ମୋର ଗପ ପଛରେ ଛାଡ଼ିଆସିଥିବା ସେହି ସମୟର ଗପ, ମୁଁ ଜିଇଥିବା ଜୀବନର ଗପ ଏବଂ ମୁଁ ଭୋଗିଥିବା ସମସ୍ୟାମାନଙ୍କର ଗପ। ପାଠକମାନେ ଦେଖିବାକୁ ଚାହିଲେ, ଏ ଗପଗୁଡ଼ିକର ଧାଡ଼ି ଭିତର ଦେଇ ସେହି ଭାରତ ଓ ଓଡ଼ିଶା, ତା'ର ସହର ଓ ଗାଁ, ସର୍ବୋପରି ମୋ ପିଲାଦିନର ନଈକୁ ମଧ୍ୟ ଦେଖିପାରିବେ। ସେ ନଈର ନାଆଁ ମନ୍ତେଇ, ଯିଏ ମୋ ପାଇଁ ଖାଲି ନଈଟିଏ ନୁହେଁ, ବହିଯାଉଥିବା ଗୋଟେ ଗପବହି।
- ଗୌରହରି ଦାସ, ୯ ଅକ୍ଟୋବର ୨୦୨୬, ଭୁବନେଶ୍ୱର, ଭାରତ
Preț: 192.71 lei
Nou
Puncte Express: 289
Carte tipărită la comandă
Livrare economică 30 noiembrie-14 decembrie
Livrare prin curier în România Termenul estimat este afișat lângă disponibilitate.
Transport gratuit de la 400.00 lei Plată online sau ramburs, în funcție de opțiunile comenzii.
Retur gratuit în 14 zile Comandă securizată și suport în română.
Specificații
ISBN-13: 9781645609131
ISBN-10: 1645609138
Pagini: 562
Dimensiuni: 152 x 229 x 33 mm
Greutate: 0.9 kg
Editura: BLACK EAGLE BOOKS
ISBN-10: 1645609138
Pagini: 562
Dimensiuni: 152 x 229 x 33 mm
Greutate: 0.9 kg
Editura: BLACK EAGLE BOOKS
Notă biografică
କେନ୍ଦ୍ର ସାହିତ୍ୟ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାର ଭଳି ବହୁ ପୁରସ୍କାର ଲାଭ କରିଥିବା ଗୌରହରି ଦାସ (୧୯୬୦) ଓଡ଼ିଆ ସାହିତ୍ୟର ଜଣେ କୃତବିଦ୍ୟ ଯଶସ୍ୱୀ ଲେଖକ। ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ନାଟକ ପ୍ରଭୃତି ସାହିତ୍ୟର ବିଭିନ୍ନ ବିଭାଗରେ ନିଜର ସାମର୍ଥ୍ୟ ପ୍ରତିପାଦିତ କରିଥିବା ଏହି ଲେଖକଙ୍କର ବହୁ ପୁସ୍ତକ ବିଭିନ୍ନ ଭାଷାରେ ଅନୂଦିତ ହୋଇଛି। ତାଙ୍କ ରଚିତ ଗଳ୍ପ ଆଧାରରେ 'ପ୍ରତୀକ୍ଷା' ଚଳଚ୍ଚିତ୍ର ନିର୍ମିତ ହୋଇଛି ଏବଂ ଏହା ଜାତୀୟ ପୁରସ୍କାର ଲାଭ କରିଛି। ଅଶୀରୁ ଊର୍ଦ୍ଧ୍ୱ ପୁସ୍ତକର ଲେଖକ ଗୌରହରି ଦାସଙ୍କ ବୈଶିଷ୍ଟ୍ୟ ହେଲା ବିବିଧବର୍ଣ୍ଣା କଥାଭୂମି ଏବଂ ବିଶ୍ୱସନୀୟ ଚରିତ୍ର ସମାବେଶ।